ଆଇପିଏଲ କ୍ରିକେଟ୍ : ଆଜି ଚେନ୍ନଇ ବନାମ କଲକତା

ଚେନ୍ନଇ : ଆଇପିଏଲ-୨୦୧୯ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଆଜି ମଙ୍ଗଳବାର ଚେନ୍ନଇର ଏମଏ ଚିଦାମ୍ବରମ ଷ୍ଟାଡିୟମ ଠାରେ ଚେନ୍ନଇ ସୁପରକିଙ୍ଗସ ଓ କଲକତା ନାଇଟ ରାଇଟରସ୍ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ରାତି ୮ଟାରେ ଏହି ୨୩ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଚଳିତବର୍ଷ ଆଇପିଏଲରେ ମଜବୁତ୍ ଦଳ ଭାବେ ଉଭା ହୋଇଥିବାରୁ ଆଜିର ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

Comments are closed.