ଆଉ ୩ ଦିନ ପରେ ଆଇପିଏଲ୍: ଝଲସୁଛି ଦୁବାଇ-ଆବୁଧାବୀ

ଆସନ୍ତା ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବ ଆଇପିଏଲ୍ । ଏଥିପାଇଁ ପୁରା ପ୍ରସ୍ତୁତି ସରିଛି ।

ବିସିସିଆଇର ସଚିବ ଜୟ ଶାହା ଆବୁଧାବି ଓ ଦୁବାଇ ପଡିଆର ଫଟୋ ସେୟାର କରିଛନ୍ତି। ସେ ଟ୍ଵିଟ୍ କରି ଲେଖିଛନ୍ତି ତିନି ଦିନ ବାକି ରହିଛି ! ଦୁବାଇ ଓ ଆବୁଧାବି ଷ୍ଟାଡିୟମର କଣ ଚତ୍ମକାର ଦୃଶ୍ୟ।

ଶାହା ଲେଖିଛନ୍ତି ୟୁନାଇଟେଡ୍ ଆରବ ଏମିରାଟ୍ସ ବର୍ଷର ସବୁଠୁ ବହୁପ୍ରତୀକ୍ଷିତ ଟୁର୍ଣ୍ଣାମେଣ୍ଟ ଆଇପିଏଲ ଆୟୋଜନ ପାଇଁ ପ୍ରସ୍ତୁତ। ଦୁନିଆ ପ୍ରସ୍ତୁତ।

Comments are closed.