ଆଇପିଏଲ-୨୦୨୦ : ଜାଣନ୍ତୁ ନିଲାମ ପ‌ରେ କେଉଁ ଦଳ ହେଲା ସବୁଠାରୁ ମଜଭୂତ

ନୂଆଦିଲ୍ଲୀ : ଗତ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୩ତମ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି। ଚଳିତ ଥର ନିଲାମରେ ଅଷ୍ଟ୍ରେଲିଆ କ୍ରିକେଟରଙ୍କର ପଲ୍ଲା ଭାରି ରହିଛି। ଏପର୍ୟ୍ୟନ୍ତ ଆଇପିଏଲ ଇତିହାସରେ ସବୁଠାରୁ ଅଧିକ ଟଙ୍କାରେ କିଣା ହୋଇ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ରେକର୍ଡ ସୃଷ୍ଟି କରିଛନ୍ତି। କମିନ୍ସଙ୍କୁ କୋଲକାତା ନାଇଟ ରାଇଡରସ୍(କେକେଆର) ଦଳ ୧୫.୫୦କୋଟି ଟଙ୍କାରେ କିଣିଛି। ସେହିଭଳି ଅଷ୍ଟ୍ରେଲିଆର ଆରୋନ ଫିଞ୍ଚଙ୍କୁ ୪.୪କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜସ୍ ବାଙ୍ଗାଲୋର(ଆରସିବି) କିଣିଥିବାବେଳେ ଗ୍ଲେନ ମାକ୍ସୱେଲଙ୍କୁ ୧୦.୭୫କୋଟି ଟଙ୍କାରେ କିଙ୍ଗସ୍ ଏକାଦସ ପଞ୍ଜାବ କିଣିଛି। ଚଳିତ ଥର ନିଲାମରେ ପ୍ରାୟ ସମସ୍ଥ ଦଳ ମଜଭୂତ ହୋଇଥିବା ଦେଖାଯାଇଛି।
ତେବେ ଆସନ୍ତୁ ଜାଣିବା ନିଲାମ ପରେ କେଉଁ ଦଳରେ କେଉଁ ଖେଳାଳି ରହିଛନ୍ତି……………..

ଚେନ୍ନଇ ସୁପର କିଙ୍ଗସ୍
ମହେନ୍ଦ୍ର ସିଂହ ଧୋନି(ଅଧିନାୟକ), ଡ୍ବେନ ବ୍ରାଭୋ, ଫାଫ-ଡୁପ୍ଲେସିସ, ହରଭଜନ ସିଂହ, ଇମରାନ ତାହିର, ରବିନ୍ଦ୍ର ଜାଡେଜା, ସୁରେସ ରାଇନା, ସେନ ୱାଟସନ୍, ଅମ୍ବତି ରାୟଡୁ, କେଏମ ଆସିଫ, ଦୀପକ ଚହର, ଜଗଦିସନ ନାରାୟଣ, କରଣ ଶର୍ମା, କେଦାର ଯାଦବ, ଲୁଭ୍ଗି ନଗିଡ଼ି, ମିଚେଲ ସେଣ୍ଟନର, ମୋନୁ ସିଂହ, ମୁରଲି ବିଜୟ, ରୁତୁରାଜ ଗାୟକବାଡ, ଶାର୍ଦ୍ଦୁଲ ଠାକୁର, ସ୍ୟାମ କରଣ. ପିୟୁଷ ଚାୱଲା, ଜୋଶ ହେଜଲବୁଡ଼।
ନିଲାମ ହୋଇଥିବା ଖେଳାଳି
ସ୍ୟାମ କରଣ. ପିୟୁଷ ଚାୱଲା, ଜୋଶ ହେଜଲବୁଡ଼

ସନରାଇଜରସ୍ ହାଇଦରାବାଦ
କେନ ୱିଲିୟମସନ(ଅଧିନାୟକ), ଡେଭିଡ଼ ୱାନର, ମନିଷ ପାଣ୍ଡେ, ବିଜୟ ଶଙ୍କର, ରାଶିଦ ଖାନ, ମହମ୍ମଦ ସାମି, ଅଭିଷେକ ଶର୍ମା, ଜନି ବେରଷ୍ଟୋ, ରିଦ୍ଧିମାନ ଶାହା, ଶ୍ରୀବତ୍ସ ଗୋସ୍ବାମି, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ସନ୍ଦିପ ଶର୍ମା, ସିଦ୍ଧାର୍ଥ କୌଲ, ଶାହାବାଜ ନଦିମ, ତୁଳସି ଥମ୍ପି, ଟି ନଟରାଜନ, ବିରାଟ ସିଂହ, ପ୍ରିୟମ ଗର୍ଗ, ମିଚେଲ ମାର୍ଶ, ସନ୍ଦିପ ବାମ୍ବକା, କେବିଏଲ ଏଲେନ, ବିଲି ଷ୍ଟେନଲେକ, ଅଦୁଲ ସମଦ ଏବଂ ସଞ୍ଜୟ ଯାଦବ।
ଚଳିତ ଥର କିଣା ହୋଇଥିବା ଖେଳାଳି
ବିରାଟ ସିଂହ, ପ୍ରିୟମ ଗର୍ଗ, ସନ୍ଦିପ ବାମ୍ବକା, କେବିଏଲ ଏଲେନ, ମିଚେଲ ମାର୍ଶ, ଅଦୁଲ ସମଦ ଏବଂ ସଞ୍ଜୟ ଯାଦବ

ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗାଲୋର(ଆରସିବି)
ବିରାଟ କୋହଲି(ଅଧିନାୟକ), ଏବି ଡିଭିଲିୟସ୍, ଗୁରକିରତ ସିଂହ, ଦେବଦତ ପଡିକ୍କଲ, ଶିବମ ଦୁବେ, ପବନ ନେଗି, ମୋଇନ ଅଲ୍ଲୀ, ୱାସିଙ୍ଗଟନ ସୁନ୍ଦର, ପାର୍ଥିବ ପଟେଲ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ଉମେଶ ଯାଦବ, ନବଦୀପ ସୈନି, କ୍ରିଶ ମୋରିସ, ଆରୋନ ଫିଞ୍ଚ, ଡେଲ ଷ୍ଟେନ, କେନ ରିଚର୍ଡସନ, ଇସୁରୁ ଉଦାନା, ଜୋଶୁଆ ଫିଲିପ, ପବନ ଦେଶପାଣ୍ଡେ ଏବଂ ଶାହାବାଜ ଅହମ୍ମଦ।
ଚଳିତ ଥର କିଣା ହୋଇଥିବା ଖେଳାଳି

କ୍ରିଶ ମୋରିସ, ଆରୋନ ଫିଞ୍ଚ, ଡେଲ ଷ୍ଟେନ, କେନ ରିଚର୍ଡସନ, ଇସୁରୁ ଉଦାନା, ଜୋଶୁଆ ଫିଲିପ, ପବନ ଦେଶପାଣ୍ଡେ ଏବଂ ଶାହାବାଜ ଅହମ୍ମଦ।

ରାଜସ୍ଥାନ ରୟଲସ୍
ଷ୍ଟିଭ ସ୍ମିଥ(ଅଧିନାୟକ), ଜୋଶ ବଟଲର, ସଞ୍ଜୁ ସାମସନ, ମନନ ବୋହରା, ରବିନ ଉଥାପା, ଯଶସ୍ବି ଜାୟଶବାଲ, ଅନୁଜ ରାବତ, ରିୟାନ ପରାଗ, ଡେଭିଡ଼ ମିଲର, ବେନ ଷ୍ଟୋକ୍ସ, ମହିପାଲ ଲୋମରର, ସଶାଂକ ସିଂହ, ଶ୍ରେୟସ ଗୋପାଳ, ରାହୁଲ ତେବତିୟା, ମୟଙ୍କ ମାର୍କଣ୍ଡେ, ଅନିରୁଦ୍ଧ ଯୋଶି, ଜୋଫ୍ରା ଆର୍ଚର, ଅଙ୍କିତ ରାଜପୁତ, ବରୁଣ ଆରୋଣ, ଜୟଦେବ ଉନଡକଟ, ଆକାଶ ସିଂହ, କାର୍ତ୍ତିକ ତ୍ୟାଗି, ଓଶାନେ ଥାମସ, ଟମ କରଣ ଏବଂ ଆଣ୍ଡ୍ରୁ ଟାଇ।
ଚଳିତ ଥର କିଣା ହୋଇଥିବା ଖେଳାଳି
ଟମ କରଣ, ଆଣ୍ଡ୍ରୁ ଟାଇ, ଅନିରୁଦ୍ଧ ଯୋଶି, ଓଶାନେ ଥାମସ, କାର୍ତ୍ତିକ ତ୍ୟାଗି, ଡେଭିଡ଼ ମିଲର, ଆକାଶ ସିଂହ, ଅନୁଜ ରାବତ, ଜୟଦେବ ଉନଡକଟ, ଯଶସ୍ବି ଜାୟଶବାଲ ଏବଂ ରବିନ ଉଥାପା।

ମୁମ୍ବଇ ଇଣ୍ଡିଆନସ୍
ରୋହି ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡିଆ, ପୋଲାର୍ଡ, କ୍ବିଣ୍ଟନ ଡିକକ୍, ମିଶେଲ ମାକଲାଗନ, ଜଶପ୍ରୀତ ବୁମରାହ, ଲାଶିଥ ମାଲିଙ୍ଗା, କ୍ରୁନାଲ ପାଣ୍ଡିଆ, ସୂର୍ୟ୍ୟକୁମାର ଯାଦବ, ଅନମୋଲପ୍ରୀତ ସିଂହ, ଟ୍ରେଣ୍ଟ ବୋଲ୍ଡ, ରାହୁଲ ଚହର, ଶଶାନ କିଶନ, ଅନୁକୂଳ ରୟ, ଆଦିତ୍ୟ ତାରେ, ଶେରଫେନ ରଦରଫୋଡ, ଜୟନ୍ତ ଯାଦବ, କ୍ରିଶ ଲିନ, ସୌରଭ ତିୱାରୀ, ଦିଗବିଜୟ ଦେଶମୂଖ, ପ୍ରିନ୍ସ ବଲବନ୍ତ ରୟ, ନାଥନ କୁଲଟରନାୟଲ, ମୋହଶିନ ଖାନ ଏବଂ ଧାବଲ କୁଲକର୍ଣ୍ଣି।
ଚଳିତ ଥର କିଣା ହୋଇଥିବା ଖେଳାଳି
ପ୍ରିନ୍ସ ବଲବନ୍ତ ରୟ, ଦିଗବିଜୟ ଦେଶମୂଖ, ମୋହଶିନ ଖାନ, ସୌରଭ ତିୱାରୀ, ନାଥନ କୁଲଟରନାୟଲ ଏବଂ କ୍ରିଶ ଲିନ।

କୋଲକାତା ନାଇଟ ରାଇଡରସ୍
ଦିନେଶ କାର୍ତ୍ତିକ(ଅଧିନାୟକ), ଆଣ୍ଡ୍ରେ ରଶେଲ, ସୁନିଲ ନାରାୟଣ, କୂଳଦୀପ ଯାଦବ, ଶୁମନ ଗିଲ, ଲକି ଫର୍ଗୁସନ, ନିତିଶ ରାଣା, ସନ୍ଦିପ ୱାରିୟର, ହ୍ୟାରି ଗୁରେନ, କମଲେଶ ନାଗରକୋଟି, ଶିବମ ମାବି, ସିଦ୍ଧେଶ ଲାଡ, ସିଦ୍ଧେଶ ଲାଡ, ପ୍ରଶିଦ୍ଧ କୃଷ୍ଣା, ରିଙ୍କୁ ସିଂହ, ଇୟନ ମୋର୍ଗାନ, ରାହୁଲ ତ୍ରିପାଠୀ, ଟମ ବେଣ୍ଟନ, ନିଖିଲ ନାୟକ, କ୍ରିଶ ଗ୍ରିନ, ପ୍ୟାଟ କମିନ୍ସ, ବରୁଣ ଚକ୍ରବର୍ତ୍ତି, ଏମ ଶିଦ୍ଧାର୍ଥ ଏବଂ ପ୍ରବିଣ ତାମ୍ବେ।
ଚଳିତ ଥର କିଣା ହୋଇଥିବା ଖେଳାଳି
ପ୍ୟାଟ କମିନ୍ସ, ରାହୁଲ ତ୍ରିପାଠୀ, ନିଖିଲ ନାୟକ, ଇୟନ ମୋର୍ଗାନ, କ୍ରିଶ ଗ୍ରିନ, ବରୁଣ ଚକ୍ରବର୍ତ୍ତି, ଏମ ଶିଦ୍ଧାର୍ଥ ଏବଂ ପ୍ରବିଣ ତାମ୍ବେ।

ଦିଲ୍ଲୀ କ୍ୟାପିଟାଲ୍ସ
ଶ୍ରେୟସ ଆୟର(ଅଧିନାୟକ), ଶିଖର ଧାୱନ, ରିଷଭ ପନ୍ତ, କାଗିଶୋ ରାବାଡ଼ା, ପୃଥ୍ବୀ ଶ, ଅଜଙ୍କିଆ ରାହାଣେ, ରବିଚନ୍ଦ୍ରନ ଅଶ୍ବିନ, ଇଶାନ୍ତ ଶର୍ମା, ଅମିତ ମିଶ୍ରା, କିମୋ ପୋଲ, ହର୍ଷଲ ପଟେଲ, ଅକ୍ସର ପଟେଲ, ସନ୍ଦିପ ଲାମେଛାନେ, ଓବେଶା ଖାନ, ଜେଶନ ରୟ, ଆଲେକ୍ସ କ୍ୟାରି, କ୍ରିଶ ଓକ୍ସ, ସିମରନ ହେଟମାୟର, ମୋହିତ ଶର୍ମା ତୁଷାର ଦେଶ ପାଣ୍ଡେ, ମାର୍କଶ ଷ୍ଟେନିସ ଏବଂ ଲଳିତ ଯାଦବ।

ଚଳିତ ଥର କିଣା ହୋଇଥିବା ଖେଳାଳି

ସିମରନ ହେଟମାୟର, ଲଳିତ ଯାଦବ, ମାର୍କଶ ଷ୍ଟଏନିସ, ତୁଷାର ଦେଶପାଣ୍ଡେ, ମୋହିତ ଶର୍ମା, ଆଲେକ୍ସ କ୍ୟାରି, କ୍ରିଶ ଓକ୍ସ ଏବଂ ଜେଶନ ରୟ।

କିଙ୍ଗସ୍ ଏକାଦଶ ପଞ୍ଜାବ
କେ ଏଲ ରାହୁଲ, ସିମରନ ସିଂହ, ତଞ୍ଜିଦର ସିଂହ, କ୍ରିଶ ଜୋର୍ଡାନ, ଜେମ୍ସ ନିଶନ, ରବି ବିଶ୍ନୋଇ, ଇଶାନ ପୋରେଲ, ଦୀପକ ହୁଡ଼ା, ସେଡ଼ନ କଟ୍ରେଲ, ଗ୍ଲେନ ମାକ୍ସୱେଲ, ଜଗଦିଶ ସୁଚିତ, କୃଷ୍ଣାପା ଗୌତମ, ସରଫରାଜ ଖାନ, ନିକୋଲସ ପୁରନ, ମୁର୍ଗନ ଅଶ୍ବିନ, ମୁଜିବ-ଉର-ରେହମାନ, ମହମ୍ମଦ ସାମି, ମୟଙ୍କ ଅଗ୍ରୱାଲ, ମନଦୀପ ସିଂହ, କରୁଣ ନାୟର, ହରପ୍ରିତ ବରାର, ହାର୍ଡୁସ ବିଲଜନ, ଦର୍ଶନ ନାଲକାଣ୍ଡେ, କ୍ରିଶ ଗେଲ ଏବଂ ଅକ୍ଷଦୀପ ସିଂହ।

ଚଳିତ ଥର କିଣା ହୋଇଥିବା ଖେଳାଳି

ଗ୍ଲେନ ମାକ୍ସୱେଲ, ସେଡ଼ନ କଟ୍ରେଲ, ଦୀପକ ହୁଡ଼ା, ଇଶାନ ପୋରେଲ ଏବଂ ରବି ବିଶ୍ନୋଇ।

Comments are closed.