ଲଦାଖର ୧୫ହଜାର ଫୁଟ ଉଚ୍ଚରେ ଉଡ଼ିଲା ୭୬ ଫୁଟ ଉଚ୍ଚ ତ୍ରିରଙ୍ଗା

ଲଦାଖ : ଲଦାଖର ହାନଲେ ଉପତ୍ୟକାରେ ଭାରତୀୟ ସେନା ୭୬ଉଚ୍ଚର ତ୍ରିରଙ୍ଗା ପତାକା ଉଡାଇଛି। ସମୁଦ୍ର ପତନ ଠାରୁ ୧୫ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଏହି ପାର୍ବତ୍ୟ ଉପତ୍ୟକାରେ ରବିବାର ସେନା ପକ୍ଷରୁ ଏହି ବିରାଟକାୟ ତ୍ରିରଙ୍ଗା ପତାକା ଉଡାଯାଇଛି। ଭାରତୀୟ ସେନା ଓ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଏହି ପତାକାକୁ ତିଆରି କରିଛି।

Comments are closed.