ବ୍ରହ୍ମପୁରରେ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମପୁର : ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି ଟି. ଆପଙ୍ଗ ଆଓଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଖଲ୍ଲିକୋଟ କଲେଜ ପଡିଆରେ ବ୍ରହ୍ମପୁର ଉପଜିଲ୍ଲାପାଳ ଶିନ୍ଧେ ଦତତ୍ରେୟ ଭଉସାହେବଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଏସପି ପିନାକ ମିଶ୍ର,ପ୍ରୋବେସନ ଆଇଏସ ଭି. କୃତିଭାସନ ପ୍ରମୁଖ ଉପସ୍ଥିତ ଥିଲେ । କେବଳ ପୁଲିସ ବାହିନୀ ଦ୍ଵାରା ପରେଡ଼ ଅନୁଷ୍ଠିତ ହୋଇଥିଲା । ୩୦ ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Comments are closed.