ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ବର୍ଷା ଯୋଗୁଁ ବାତିଲ୍‍

ଗୁଆହାଟୀ : ଶେଷରେ ବର୍ଷା ଯୋଗୁଁ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦କୁ ବାତିଲ୍‍ କରିଦିଆଯାଇଛି। ପିଚ୍ ଏବଂ ଆଉଟ୍ ଫିଲ୍ଡ ମ୍ୟାଚ ଉପଯୋଗୀ ନ ହେବାରୁ ମ୍ୟାଚ ବାତିଲ କରି ଦିଆଯାଇଛି । ପିଚ୍ ଏବଂ ଆଉଟ୍ ଫିଲ୍ଡ ଶୁଖାଇବା ପାଇଁ ଆପ୍ରାଣ ଚେଷ୍ଟା ସ​ତ୍ତ୍ବେ ଏହା ଖେଳ ଉପଯୋଗୀ ନ ହେବାରୁ ଶେଷରେ ମ୍ୟାଚ ବାତିଲ କରାଯାଇଛି।

Comments are closed.