ବରିଷ୍ଠ ଆଇଏଏସ୍ ରବିନାରାୟଣଙ୍କ ପରଲୋକ

ବାଲେଶ୍ବର : ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପଦେଷ୍ଟା ଓ ଗୁଜରାଟ କ୍ୟାଡରର ବରିଷ୍ଠ ଆଇଏଏସ୍ ରବିନାରାୟଣଙ୍କ ଦେହାନ୍ତ ହୋଇଛି। ରକ୍ତ କର୍କଟ ରୋଗରେ ପୀଡ଼ିତ ଶ୍ରୀ ଦାସ କୋଲକାତାର ଏକ ହସ୍ପିଟାଲରେ ବୁଧବାର ଅପରାହ୍ନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
Related Posts
ଦକ୍ଷ ପ୍ରଶାସକ ଭାବେ ସେ ଗୁଜରାଟରେ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ। ତେବେ କେବଳ ଜଣେ ବରିଷ୍ଠ ପ୍ରଶାସକ ଭାବରେ ନୁହେଁ, ଆଜୀବନ ସମାଜବାଦ ଓ ମାନବବାଦର ପୂଜାରୀ ଜଣେ ଦରଦୀ, ସଚ୍ଚୋଟ, ସରଳ ଓ ନିଷ୍କପଟ ମଣିଷ ଭାବେ ସେ ସବୁଦିନ ସ୍ମରଣୀୟ ହୋଇ ରହିବେ।
Comments are closed.