ରଘୁନାଥ ମହାପାତ୍ରଙ୍କ ପରଲୋକରେ ରାଜ୍ୟପାଳଙ୍କ ଶୋକ
ଭାସ୍କର୍ଯ୍ୟକଳା ପାଇଁ ସର୍ବଦା ସ୍ମରଣୀୟ ରହିବେ ରଘୁନାଥ
ଭୁବନେଶ୍ବର: ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ପରିବାର ଓ ବନ୍ଧୁ ପରିଜନଙ୍କୁ ରାଜ୍ୟପାଳ ସମବେଦନ ଜଣାଇଛନ୍ତି ଏବଂ ତାଙ୍କର ଭାସ୍କର୍ଯ୍ୟକଳା ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି କହିଛନ୍ତି।
Hon'ble Governor is anguished to learn about the sad demise of sculptor of international repute & RajyaSabha Member Sri Raghunath Mohapatra and conveyed his sympathy to his family & friends. 'He will be eternally remembered for his exquisite sculptures,'observed Hon'ble Governor.
— Governor Odisha (@GovernorOdisha) May 9, 2021
Comments are closed.