ଖୋଲିଲା ହୀରାକୁଦ ଗେଟ୍ : ୧୦ଟି ଫାଟକ ଦେଇ ବନ୍ୟାଜଳ ନିଷ୍କାସିତ

ହୀରାକୁଦ : ପାରମ୍ପରିକ ପୂଜାର୍ଚ୍ଚନା ପରେ ଗୁରୁବାର ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୧୦ଟି ଫାଟକ ଦେଇ ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ଜଳ ନିଷ୍କାସିତ ହେଉଛି। ପରମ୍ପରା ଅନୁସାରେ ପ୍ରଥମେ ହୀରାକୁଦ ପଟୁ ୭ ନମ୍ବର, ପରେ ୯ ନମ୍ବର ଓ ତା ପରେ ଆବଶ୍ୟକତା ଅନୁସାରେ ଅନ୍ୟ ଗେଟ୍‌ ଖୋଲାଯାଇଛି।

Comments are closed.