ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ହଳଦୀପଡ଼ିଆ ବସ୍ତିରୁ ଶୁକ୍ରବାର ପୁଲିସ ୧୯ ଗ୍ରାମ ବ୍ରାଉନସୁଗାର ଜବତ କରଥିବା ଜଣାପଡ଼ିଛି। କ୍ୟୁଏଟି ଏବଂ ଲକ୍ଷ୍ମୀସାଗର ପୁଲସ ମିଳିତ ଚଢାଉ କରି ୧୯ଗ୍ରାମ ବ୍ରାଉନସୁଗାର ସହ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରଥିବା ସୂଚନା ମିଳିଛି।

Comments are closed.