୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫ ଟିମକୁ ମିଳିଛି ବଡ ସଫଳତା । ଆଜି ପିପିଲି-ନିମାପଡା ଓଭର ବ୍ରିଜ ଉପରେ ଡିଲ ସମୟରେ ଏସଟିଏଫ ଟିମ ହାତରେ ଧରାପଡିଛି ବ୍ରାଉନସୁଗାର ଡିଲର । ଏହାସହ ୧ କେଜି ୪୮ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା । ଘଟଣାର ତଦନ୍ତ ଜାରି ରହିଛି ।

Comments are closed.