୬୫ ଲକ୍ଷର ବ୍ରାଉନସୁଗାର ଜବତ ; ୩ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧାର ୧୬ ନମ୍ବର ଜାତୀୟ ରାଜପଥ ପେଟ୍ରୋଲ ଟାଙ୍କି ନିକଟରୁ ବ୍ରାଉନସୁଗାର ଜବତ ହୋଇଥିବା ନେଇ ସୋମବାର ଖବର ମିଳିଛି। ଟାଉନ ଥାନା ପୁଲିସ ଚଢାଉ କରି ୬୫୪ ଗ୍ରାମର ପ୍ରାୟ ୬୫ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ କରିବା ସହ ସମ୍ପୃକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଏକ କାରରୁ ଉକ୍ତ ବ୍ରାଉନ ସୁଗାର ସହ ୯୫ ହଜାର ଟଙ୍କା ଜବତ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

 

Comments are closed.