୨୭ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ; ୬ ଗିରଫ

ପୁରୀ : ପୁରୀ ଜିଲା ମଙ୍ଗଳାଘାଟ ଛକ ନିକଟରେ ଗାଡ଼ି ଯାଞ୍ଚ ବେଳେ ୨୭ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି ବୋଲି ସୋମବାର ଜଣାପଡ଼ିଛି। ବାସେଳି ଥାନା ପୁଲିସ ଯାଞ୍ଚ ବେଳେ ଏହି ବ୍ରାଉନସୁଗାର ଜବତ କରିଛି। ବ୍ରାଉନସୁଗାର ସହ ପିସ୍ତଲ, ଜୀବନ୍ତ ଗୁଳି, ବାଇକ ଓ ଭ୍ୟାନ ଜବତ ସହ ୬ ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରିଛି। ଘଟଣାର ତଦନ୍ତ ଜାରି ରହିଛି।

 

Comments are closed.