ଖୋଲିବ ହୀରାକୁଦ ଗେଟ୍‍ ; ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ

ହୀରାକୁଦ : ରାଜ୍ୟର ଅଧିକାଂଶ ସ୍ଥାନରେ ଜାରି ରଖିଛି ଲଗାଣ ବର୍ଷା। ଫଳରେ ଅନେକ ନଦୀର ଜଳସ୍ତର ବୃଦ୍ଧି ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଆସନ୍ତା ୧୮ ତାରିଖରେ ୫ଟି ଗେଟ୍‍ ଖୋଲଯିବା ସହ ହୀରକୁଦରୁ ଛଡାଯିବ ଏ ବର୍ଷର ପ୍ରଥମ ବନ୍ୟାଜଳ। ୧୮ ତାରିଖ ସକାଳ ୧୧ଟା ସୁଦ୍ଧା ଖୋଲାଯିବ ହୀରାକୁଦ ଗେଟ୍‍। ସ୍ୱତନ୍ତ୍ର ନୀତିରେ ପୂଜାର୍ଚ୍ଚନା ପରେ ଖୋଲାଯିବ ଗେଟ୍‍। ଗେଟ୍‍ ଖୋଲାଯିବା ନେଇ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ଆଜି ସୂଚନା ମିଳିଛି।

Comments are closed.