ଶୀତଦିନେ ଖଜୁରୀ ଖାଇଲେ ମିଳେ ଆଶ୍ଚର୍ଯ୍ୟଜନକ ଲାଭ

ଶୀତଦିନେ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ତେବେ ଏଭଳି ଏକ ଜିନିଷ ରହିଛି ଯାହା ଶୀତଦିନେ ସ୍ୱାସ୍ଥ୍ୟ ପାଇଁ ବରଦାନ ଠାରୁ କମ୍‌ ନୁହେଁ , ତାହା ହେଉଛି ଖଜୁରୀ ।
ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।
ହିମୋଗ୍ଲୋବିନ୍‌କୁ ଶରୀରରେ ବୃଦ୍ଧି କରିଥାଏ ।
କେଶକୁ ସୁସ୍ଥ ରହିଥାଏ ।
ତ୍ୱଚାକୁ ବେଶ ଉଜ୍ଜ୍ୱଳ କରିଥାଏ ।
ଏହା ଗ୍ୟାଷ୍ଟ୍ରିକ୍‌, ଏସିଡିଟି, କୋଷ୍ଠକାଠିନ୍ୟ, ବଦହଜମି ଭଳି ସମସ୍ୟାକୁ ଦୂର କରିଥାଏ ।
ଶରୀରକୁ ଥଣ୍ଡା ଓ ଅନ୍ୟ ସଂକ୍ରମଣରୁ ଏହା ରକ୍ଷା କରିଥାଏ ।
ଖଜୁରୀରେ ଆଇରନ, ଫାଇବର, କ୍ୟାଲସିୟମ, ମାଗ୍ନେସିୟମ, ପୋଟାସିୟମ, ଭିଟାମିନ୍‌ ବି ୬ ଭଳି ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି ।

 

Comments are closed.