ରକ୍ତ ପରିସ୍କାର ପାଇଁ ଖାଆନ୍ତୁ ଏହି ଖାଦ୍ୟ

ରକ୍ତ ପରିସ୍କାର ପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟ ସେବନ କରିବା ଉଚିତ।
ସାଲାଡରେ ବ୍ରୋକୋଲି ବ୍ୟବହାର କରି ଖାଆନ୍ତୁ। ଏହା ରକ୍ତକୁ ପ୍ରାକୃତିକ ଭାବେ ପରିସ୍କାର କରିଥାଏ।
ଗୁଡ ଖାଇବା ଦ୍ୱାରା ମଧ୍ୟ ରକ୍ତ ପରିସ୍କାର ହୋଇଥାଏ।
ଲାଲ ଲଙ୍କା ଖାଇବା ଦ୍ୱାରା ରକ୍ତରୁ ଅପରିସ୍କାର ଜିନିଷ ବାହାର କରି ପରିସ୍କାର କରିଥାଏ।
ଲେମ୍ବୁରେ ଥିବା ଭିଟାମିନ ସି ଓ ମିନେରାଲ୍ସ ରକ୍ତକୁ ପରିସ୍କାର କରିବା ସହ ବିଭିନ୍ନ ପ୍ରକାର ସଂକ୍ରମଣରୁ ଦୂରେଇ ରଖିଥାଏ।
ହଳଦୀ କ୍ଷୀର ସେବନ କରିବା ଦ୍ୱାରା ଲାଲ ରକ୍ତ କୋଷିକାକୁ ତିଆରି କରିବା ସହ ରକ୍ତ ପରିସ୍କାର କରିଥାଏ।
ଗାଜର ଖାଇବା ଦ୍ୱାରା ମଧ୍ୟ ରକ୍ତ ପରିସ୍କାର ହୋଇଥାଏ।
ବିଟ୍‍ ରସ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏହା ମଧ୍ୟ ରକ୍ତ ପରିସ୍କାର କରିଥାଏ।
ନିୟମିତ ସବୁଜ ଓ ପତ୍ରଯୁକ୍ତ ପନିପରିବା ଓ ବିିଭିନ୍ନ ପ୍ରକାର ଶାଗ ଖାଇବା ଦ୍ୱାରା ରକ୍ତକୁ ପରିସ୍କାର କରିବା ସହ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ।

 

Comments are closed.