ଦେଖନ୍ତୁ ଭିିଡିଓ- ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ କ୍ରିକେଟିୟର ହରଭଜନ ସିଂ

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ପୂର୍ବତନ ଅନ୍ତର୍ଜାତୀୟ କ୍ରିିକେଟିୟ ହରଭଜନ ସିଂ ଦର୍ଶନ କରିଛନ୍ତି । ସେ କଟକରେ ଏକ ମ୍ୟାଚ ଖେଳିବା  ପାଇଁ ଆସିଥିବା ବେଳେ ପୁରୀ ପହଞ୍ଚି ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ଦେଖନ୍ତୁ ଭିଡିଓ –

Comments are closed.