ବର୍ଷାରେ ଭାଙ୍ଗିଲା ଘର, ଅସହାୟ ଅବସ୍ଥାରେ ବୃଦ୍ଧା

ହରଭଙ୍ଗା: ଲଗାଣ ବର୍ଷାରେ ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତ ଭଙ୍ଗାମୁଣ୍ଡା ହୀରା ସାହୁ(୬୫)ଙ୍କ ଚାଳଘର ମାଡିବସିଛି। ଫଳରେ ଅସହାୟ ବୃଦ୍ଧା ଜଣଙ୍କ ଜଣେ ସର୍ମ୍ପକୀୟ ଘରେ ଆଶ୍ରୟ ନେଇଛନ୍ତି।ତାଙ୍କର କେହି ନଥିବାରୁ ବୃଦ୍ଧା ଜଣଙ୍କୁ ପକ୍କା ଘର ଖଣ୍ଡିଏ ଯୋଗାଇଦେବାକୁ ସମାଜସେବୀ ଭୀକାରି ଚରଣ ବାଈ ଦାବୀ କରିଛନ୍ତି। ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

Comments are closed.