ସରକାରୀ ସହାୟତା ଅପେକ୍ଷାରେ ପକ୍ଷଘାତ ରୋଗୀ ଛାମରଥ

ହରଭଙ୍ଗା : ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତ ଅର୍ନ୍ତଗତ ନୂଆପଡା ଗ୍ରାମର ବାସିନ୍ଦା ଛାମରଥ ନାଏକ(୫୫)। ଦୀର୍ଘ ୫ ବର୍ଷ ହେଲା ସେ ପକ୍ଷଘାତ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି। ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ପକ୍ଷଘାତ ରୋଗୀ ଛାମରଥ ଏକାକୀ ଏକ ଦୁର୍ବୀସହ ଜୀବନ କାଟୁଛନ୍ତି। ଅସହାୟ ଅବସ୍ଥା ଘରେ ପଡିରହିଥିବା ଛାମରଥଙ୍କୁ ତରୁନ୍ତ ସରକାରୀ ସାହାଯ୍ୟ ପ୍ରଦାନ ପାଇଁ ସମାଜସେବୀ ଜଗଦୀଶ ମହାକୁଡ ଦାବୀ କରିଛନ୍ତି।

 

Comments are closed.