ଖିରେଇଟାଙ୍ଗିରୀରେ ହର ଘର ଜଲ ଯୋଜନାର ଶୁଭାରମ୍ଭ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତରେ ହର ଘର ଜଲ ଯୋଜନା କାର୍ୟ୍ୟକାରୀ ପାଇଁ ଆଜି ପାଇପ ଲାଇନ କାମର ଶୁଭାରମ୍ଭ ହୋଇଛି । ଖିରେଇଟାଙ୍ଗିରୀ ସରପଞ୍ଚ ବନଜ କୁମାର ନାଏକ ଫିତା କାଟି ଏହାର ଶୁଭାରମ୍ଭ କରିଛନ୍ତି । ପାଇପ ଲାଇନ କାର୍ୟ୍ୟ କରୁଥିବା ଠିକା ସଂସ୍ଥାର ଉଜନଦୀପ ଗିରି, ଏସକେ କନଷ୍ଟ୍ରକସନର ଅମିତ୍ କୁମାର ପ୍ରମୁଖଙ୍କ ଉପସ୍ଥିତିରେ ସରପଞ୍ଚ ବନଜ କୁମାର ନାଏକ କାର୍ୟ୍ୟର ଶୁଭାରମ୍ଭ କରିଥିଲେ ।

Comments
Loading...