ଭୋଟ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁଜରାଟ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ରଣୀବର ନିଶାନ ପବ୍ଲିକ୍ ସ୍କୁଲରେ ହୋଇଥିବା ବୁଥରେ ନିଜର ମତସାବ୍ୟସ୍ତ କରିଛନ୍ତି । ଶାନ୍ତିଶୃଙ୍ଖଳା ଭାବେ ସମସ୍ତ ବୁଥରେ ମତଦାନ ହେଉଥିବା ବେଳେ ମାତ୍ର ସାମାନ୍ୟ କିଛି ବୁଥରେ ଇଭିଏମ୍ ତ୍ରୁଟି ଦେଖା ଦେଇଥିଲା । ଗୁଜରାଟର ୧୪ଟି ଜିଲ୍ଲାର ୯୩ଟି ଆସନ ପାଇଁ ଭୋଟଗ୍ରହଣ ଜାରି ରହିଛି । ଭୋଟ୍ ଦେବା ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଅହମ୍ମଦାବାଦରେ ପହଞ୍ଚି ନିଜର ମତଦାନ କରିଛନ୍ତି ।
Comments are closed.