ତୃଟିପୂର୍ଣ୍ଣ ପ୍ରାଚୀର ପତ୍ର ମାଧ୍ୟମରେ ଶୁଭେଛା ଜଣାଇଲେ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ

ଜି.ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତି ଭାନୁପ୍ରଭା ମିଶ୍ର ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ୍ ୭୬ତମ ସ୍ବାଧିନତା ଦିବସ ଅବସରରେ ଟାଙ୍ଗିଥିବା ପ୍ରାଚୀର ପତ୍ର (ପୋଷ୍ଟର)ରେ ନିଜ ନାମ ଏବଂ ପଦବୀ ଏବଂ ସ୍ଥାନର ନାମକୁ ଭୂଲ ଦର୍ଶାଇ ଅଞ୍ଚଳବାସୀଙ୍କୁ ଶୁଭେଛା ଜଣାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରୀୟା ଦେଖାଦେଇଛି।

Comments are closed.