ବେଳାଭୂମିରେ ବାଲୁକା କୃତି, ବଡ଼ଦିନ ସହ ସଚେତନତା ବାର୍ତ୍ତା

ଗୋପାଳପୁର: ଗୋପାଳପୁର ବେଳାଭୂମି ଠାରେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ପକ୍ଷରୁ ଆସନ୍ତା କାଲି ବଡ଼ଦିନ ନିମନ୍ତେ ଶାନ୍ତାକ୍ଲୋଜଙ୍କ ଏକ ସୁନ୍ଦର ବାଲୁକା କୃତି କରିବା ସହ ମାଡ଼ି ଆସୁଥିବା ଓମିକ୍ରନ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ଓ ମାସ୍କ୍ ବ୍ୟବହାର କରିବା ପାଇଁ ସଚେତନ କରିଛନ୍ତି।

Comments are closed.