ରାଜଧାନୀରୁ ଜବତ ହେଲା ୨୫୦ କେଜି ଗଞ୍ଜେଇ

ଭୁବନେଶ୍ୱର : ଭୁବନେଶ୍ୱର ଏନସିବି ଆଜି ରସୁଲଗଡରୁ ପ୍ରାୟ ୨୫୦ କେଜି ଗଞ୍ଜେଇ ଜବତ କରିଛି। ଏକ ତୈଳ ଟ୍ୟାଙ୍କରରୁ ଏହି ଗଞ୍ଜେଇ ଜବତ କରାଯାଇଛି। ଏହାସହ ସମ୍ପୃକ୍ତ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୨ ଜଣ ହେଲେ ସୁନିଲ ରାୟ , ଏଜିଣ୍ଡୋ ବିନ୍‍ ( ବିହାରର)। ଏହି ଗଞ୍ଜେଇକୁ କୋରାପୁଟରୁ ବିହାର ଚାଲାଣ କରାଯାଉଥିଲା ବୋଲି ସୂଚନା ମିଳିଛି।

Comments are closed.