୧୯ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲେ ଅବକାରୀ ଓ ବନ ବିଭାଗ

ମୋହନା : ଗଜପତି  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରା.ଉଦୟଗିରି ଏସଡିପିଓ ଦିଲ୍ଲିପ କୁମାର ନାୟକଙ୍କ ତତ୍ତ୍ଵାବଧାନ ଓ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ଵରେ ମୋହନା ଥାନା ଅନ୍ତର୍ଗତ କଳାମେରୀ ମୌଜା ମଧୁରଆମ୍ବ ଗ୍ରାମ ନିକଟ ଦୁର୍ଗମ ପାହାଡ଼ ଜଙ୍ଗଲ ଜମିରେ ୯୫ ଏକର ପରିମିତ ସ୍ଥାନରେ ବେଆଇନ ଭାବେ ଚାଷ କରାଯାଇଥିବା ୧୯ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ମୂଲ୍ୟର ଗଞ୍ଜେଇ ଗଛକୁ କଟର ମେସିନ ସାହାଯ୍ୟରେ କାଟି ପୋଡି ନଷ୍ଟ କରିଥିଲେ । ଏହି ଅଭିଯାନରେ ଅବକାରୀ ବିଭାଗ, ରାଜସ୍ଵ ବିଭାଗ, ବନ ବିଭାଗ ଓ ପୁଲିସ କର୍ମଚାରୀମାନେ ସାମିଲ ଥିଲେ ।

Comments are closed.