ଫିକା ପଡିଲା ଗଣେଷ ପୂଜା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଫିକା ପଡ଼ିଲା ଗଣେଷ ପୂଜା । ପୂର୍ବରୁ ପ୍ରତ୍ୟେକ ଘରେ ଓ ସାହି, ଗଳିକନ୍ଦି ଛକରେ ମେଢ,ଆଲୋକ ସଜା, ତୋରଣ ତିଆରି କରି ବାଦ ବିବାଦ ହୋଇ ଧୁମଧାମରେ ପୂଜା  କରୁଥିବା ବେଳେ ବର୍ତମାନ କରୋନା ମହାମାରୀ ଯୋଗୁଁ ସବୁ ପାର୍ବଣ କୁ ଫିକା କରିଦେଇଛି ।ବର୍ତମାନ କିଛି ବିଦ୍ୟାଳୟ ଠାରେ ଓ କିଛି ଗାଁ ଗହଳିରେ କାହଁ।ବାହଁ। ପୂଜା କରାଯାଉଥିବା ଦେଖିବାକୁ ମିଳିଛି ।

Comments are closed.