ଗାନ୍ଧୀ ଓ  ଶାସ୍ତ୍ରୀ ଜୟନ୍ତୀ ପାଳିତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା  ସଦର ମୁକୁମା ସ୍ଥିତ ଗାନ୍ଧୀ ପ୍ରମୋଦ ଉଦ୍ୟାନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାନ୍ଧୀ ଓ  ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସ୍ଵଧାଦେବ ସିଂହ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ମାଧବ ମହାରଣା ଉପ ଜିଲ୍ଲାପାଳ ତରଣିସେନ ନାଏକ ପିଡି ଡିଆରଡିଏ ନବୀନ କୁମାର ପଟେଲ ତହସିଲଦାର ଦେବେନ୍ଦ୍ର ରାଉତ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଅଜୟ ପଟ୍ଟନାୟକ ଡିପିଓ ବିବେକାନନ୍ଦ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

Comments are closed.