ଗଜପତିରେ କରୋନା କଟକଣା : କୋଚିଂ ଓ ଟ୍ୟୁସନ୍ ସେଣ୍ଟର ବନ୍ଦ

ଗଜପତି : ଖୋର୍ଦ୍ଧା ଓ ଗଞ୍ଜାମ ପରେ ଗଜପତି ଜିଲାପଳ କରୋନା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲାରେ ପର୍ଯ୍ୟଟନସ୍ଥଳୀକୁ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରିବାସହ ସମସ୍ତ କୋଚିଂ ଓ ଟ୍ୟୁସନ ସେଣ୍ଟରଙ୍କୁ ମଧ୍ୟ ବନ୍ଦ ଘୋଷଣା କରିଛନ୍ତି ଜିଲାପାଳ । ଜିଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପର୍ଯ୍ୟଟକ ମାନଙ୍କୁ  ଗଣ୍ଡହାତୀ ଜଳପ୍ରପାତ, ଚନ୍ଦ୍ରଗିରି ବୁଦ୍ଧ ମନ୍ଦିର ଯିବାକୁ ବାରଣ କରାଯାଇଛି।

Comments are closed.