ଘାଟିରୁ ଖସିଲା ପିକଅପ ଭ୍ୟାନ: ଜଣେ ମୃତ, ୫ଗୁରୁତର

ଗଜପତି: ପାରଳାଖେମୁଣ୍ଡିରେ ଘାଟିର ୩୦ଫୁଟ ଉଚ୍ଚରୁ ତଳକୁ ଖସିଲା ପିକଅପ ଭ୍ୟାନ; ଜଣେ ମୃତ, ୫ଗୁରୁତର। ମହେନ୍ଦ୍ରଗିିରି ଶୈବପୀଠରୁ ଫେରିବା ବେଳେ ଦୁର୍ଘଟଣା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Comments are closed.