ମହବିନାୟକ ଓ ଚଣ୍ଡୀ ମନ୍ଦିରରେ ମାଙ୍କଡ଼ମାନଙ୍କୁ ଖାଦ୍ୟ ବଣ୍ଟନ

ଜିବେ ଦୟା : ଲକ ଡାଉନ ଆରମ୍ଭ ହେବା ପରେ ଯାଜପୁର ଜିଲ୍ଲା ମହବିନାୟକ ଓ ଚଣ୍ଡୀ ମନ୍ଦିରରେ ଥିବା ମାଙ୍କଡ଼ ଓ ଗାଈ ଗୋରୁ ମାନଙ୍କୁ ଖାଦ୍ୟ ଦେବା ପାଇଁ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ଲୋକମାନେ ପହଁଚି ଖାଦ୍ୟ ଦେଉଛନ୍ତି।  ଏହି ପରିପ୍ରେକ୍ଷୀରେ ସମଜସେବୀ ଦୀନବନ୍ଧୁ ମଲ୍ଲିକ ଓ ଧନେଶ୍ୱର ଜେନା ପହଂଚି  ବାଦାମ ମଞ୍ଜି ,ଚଣା ,କଦଳୀ ଓ ବାଇଗଣ ଦେଇଛନ୍ତି।

Comments are closed.