MEllora 950×100

ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଦେଲେ ବିଡିଓ

ହରଭଙ୍ଗା: କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଲକଡାଉନ ବଳବତର ରହିଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଅସହାୟ ଲୋକଙ୍କ ଅସୁବିଧାକୁ ଭୁଲି ନାହାନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ପୁରୁଣାକଟକ, ଚାରିଛଖ ଅଂଚଳରେ ବସବାସ କରୁଥିବା ଦୁଃସ୍ଥ ନିଷ୍ପେସିତ ଅସହାୟ ଲୋକଙ୍କ ଘର ଘର ବୁଲି ବୁଲି ଶୁକ୍ରବାର ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ତାଙ୍କ ସହକର୍ମୀଙ୍କ ସହ ରନ୍ଧାଖାଦ୍ୟ ବଂଟନ କରିଥିବା ଦେଖିବାକୁ ମିଳିଥିଲା।

Comments are closed.