ଲାଞ୍ଚ ନେଇ ଧରାପଡିଲେ ବିଇଓର କାର୍ଯ୍ୟାଳୟର କନିଷ୍ଠ କିରାଣି

ଜଗତସିଂହପୁର: ଲାଞ୍ଚ ନେଇ ଧରାପଡିଲେ ବିଇଓର କାର୍ଯ୍ୟାଳୟର କନିଷ୍ଠ କିରାଣି। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କନିଷ୍ଠ କିରାଣି ମାନସ ଧଳ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ କନିଷ୍ଠ କିରାଣି ମାନସ ଧଳ ଶିକ୍ଷକଙ୍କ ବକେୟା ଦରମା ଉଠାଣ ପାଇଁ ଲାଞ୍ଚ ନେଉଥିଲେ। ଧରାପଡିବା ପରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ୨ଟି ସ୍ଥାନରେ ଚଢଉ କରାଯାଉଛି। ଚଢଉ ଜାରି ରହିବା ସହ ତଦନ୍ତ କରାଯାଉଛି।

Comments are closed.