ଜଳିଗଲା ଘର ; ୩ ଗୋରୁ ଜୀବନ୍ତ ଦଗ୍ଧ

ବାଲେଶ୍ୱର : ବାଲେଶ୍ୱର ଜିଲା ଆମ୍ବୁଡିହା ଉଥୁଳିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ଉଥୁଳି ଅଞ୍ଚଳରେ ଘର ଜଳିଯାଇ ୩ ଗୋରୁ ଜୀବନ୍ତ ଦଗ୍ଧ ହେବା ସହ ଗୋଟିଲ ପରିବାରର ମା’ଓ ଶିଶୁ ବଡ ଧରଣର ବିପଦରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଖବର ପାଇ ନୀଳଗିରି ଦଳକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ କରିଛନ୍ତି ବୋଲି ସୂଚନା ମିଳିଛି।

Comments are closed.