ମୋବାଇଲ ଓ ଅଳଙ୍କାର ଦୋକାନରେ ଅଗ୍ନିକାଣ୍ଡ

ବାଳକାଟୀ  : ବାଳକାଟୀ ବଜାରରେ ଗତ ବିଳମ୍ବିତ ରାତିରେ ମୋବାଇଲ ଓ ଅଳଙ୍କାର ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ  ଲକ୍ଷାଧିକ ଟଙ୍କାର ମୋବଇଲ ସରଞ୍ଜାମ ପୋଡି ନଷ୍ଟ ହୋଇଯାଇଛି । ତେବେ  ଅଳଙ୍କାର ଦୋକାନ ଏହି ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିବା ବେଳେ ମୋବାଇଲ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ଲକ୍ଷାଧିକ ଟଙ୍କାର ମୋବଇଲ ଓ ସରଞ୍ଜାମ ପୋଡି ନଷ୍ଟ ହୋଇଯାଇଛି । ପୁଲିସ ଘଟଣାର ତଦନ୍ତ ଚଳାଇଛି।

Comments are closed.