ଅଗ୍ନିକାଣ୍ଡରେ ଜଳିଗଲା ୩ବଖରା : ୧ଗାଈ ମୃତ

ବାସୁଦେବପୁର : ଭଦ୍ରକ ଜିଲା ବାସୁଦେବପୁର ସ୍ଥିତ ତୁଳମତୁଲା ଡିଗିସାହି ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଜଳିଯାଇଥିବା ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବାବେଳେ ଆଉ ୨ ଗାଈ ଗୁରୁତର ହୋଇଛନ୍ତି। ଅଗ୍ନି ବିପନ୍ନଙ୍କ ନାମ ବାବାଜୀ ପୁହାଣ। ଦମକଳବାହିନୀ ନିଆଁକୁ ଆୟତ କରିଥିବା ସୂଚନା ମିଳିଛି।

Comments are closed.