ଫନିର ଲ୍ୟାଣ୍ଡଫଲ ସମୟରେ ପୁରୀ ବଡ ଦାଣ୍ଡର ଦୃଶ୍ୟ

ପୁରୀ .- ଅତି ଭୀଷଣ ସାମୁଦ୍ରିକ ଝଡ ଫନି ସମ୍ପୂର୍ଣ୍ଣ ଭାବେ ସ୍ଥଳଭାଗ ଅତିକ୍ରମ କରିଛି । ପୁରୀରେ ଏହା ଲ୍ୟାଣ୍ଡଫଲ୍‌ କରିବା ସମୟରେ ପ୍ରବଳ ବର୍ଷା ସହ ୧୭୫ କିଲୋମିଟର ବେଗରେ ପବନ ବହିଥିଲା । ଅନେକ ସାମାଜିକ ଗଣମାଧ୍ୟମରେ ଏହାର ଫଟୋ ଓ ଭିଡିଓକୁ ଏହାର ବ୍ୟବହାରକାରୀ ଅପଲୋଡ କରିଛନ୍ତି । ଫନି ଲ୍ୟାଣ୍ଡଫଲ ସମୟରେ ପୁରୀ ବଡଦାଣ୍ଡର ଦୃଶ୍ୟ ।

 

href=”https://twitter.com/hashtag/Odisha?src=hash&ref_src=twsrc%5Etfw”>#Odisha #Fani @Outlookindia pic.twitter.com/XU1JPRzkKK

— Ruben Banerjee (@Rubenbanerjee) May 3, 2019

Comments are closed.