ଲ୍ୟାଣ୍ଡଫଲ କରୁଛି ଫନି, ପୁରୀରେ ପ୍ରଳୟ

ପୁରୀ.-  ପୁରୀରେ ଅତି ଭୀଷଣ ସାମୁଦ୍ରିକ ଝଡ ଫନି ସ୍ଥଳଭାଗକୁ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିଯୋଗୁଁ ପ୍ରବଳ ଜୋରରେ ପବନ ବହିବା ସହ ବର୍ଷା ହେଉଛି । ସମୁଦ୍ର ଅଶାନ୍ତ ରହିଛି । ସହର ମଧ୍ୟରେ ଅନେକ ସ୍ଥାନରେ ଗଛ ଓ ଖୁଣ୍ଟି ଭାଙ୍ଗିବା ସହ ବର୍ଷା ପାଣି ଜମି ରହିଛି ।

Comments are closed.