ଏକ୍ସିଟ୍‌ପୋଲ୍‌- ଉତ୍ତର ପ୍ରଦେଶରେ ପୁଣି ବିଜେପି :ପଞ୍ଜାବରେ ଆମଆଦମୀ ପାର୍ଟି ,ଗୋଆ ମଣିପୁରରେ ଝୁଲା ସମ୍ଭାବନା

 

ଏକଜିଟ୍ ପୋଲ୍ ରିପୋର୍ଟ : ପଞ୍ଜାବରେ ଆକ୍ସିସ-ଇଣ୍ଡିଆ ଟୁଡେ ଆକଳନ, ଆମ୍ ଆଦମୀ ପାର୍ଟିକୁ ୭୬ରୁ ୯୦,କଂଗ୍ରେସକୁ ୧୯ରୁ ୩୧,ବିଜେପି ମେଣ୍ଟକୁ ୧ରୁ ୪ ,ଅକାଳୀ ମେଣ୍ଟକୁ ୭ରୁ ୧୧
ଅନ୍ୟ ଦଳକୁ ୨ଟି ଆସନ

 

 

ଏକଜିଟ୍ ପୋଲ୍ ରିପୋର୍ଟ : ରିପବ୍ଲିକ୍ ପି-ଏମଏଆରକ୍ୟୁ ଆକଳନ, ଉତ୍ତର ପ୍ରଦେଶରେ ବିଜେପିକୁ ୨୪୦, ସମାଜବାଦୀ ପାର୍ଟିକୁ ୧୪୦,ବିଏସପିକୁ ୧୭ ଓ କଂଗ୍ରେସକୁ ୪ଟି ଆସନ ମିଳିବା ନେଇ ଆକଳନ

 

ଏକଜିଟ୍ ପୋଲ୍ ରିପୋର୍ଟ : ଏବିପି-ସି ଭୋଟରର ଆକଳନ ଅନୁସାରେ ଉତ୍ତରାଖଣ୍ଡରେ ବିଜେପିକୁ ୨୬ରୁ ୩୨, କଂଗ୍ରେସକୁ ୩୨ରୁ ୩୮ ଆସନ ମିଳିବା ନେଇ ଆକଳନ

ଏକଜିଟ୍ ପୋଲ୍ ରିପୋର୍ଟ : ରିପବ୍ଲିକ୍ ପି ଏମଏଆରକ୍ୟୁର ଆକଳନ ମଣିପୁରରେ ଏଥର ବିଜେପିକୁ ୨୭ରୁ ୩୧, କଂଗ୍ରେସକୁ ୧୧ରୁ ୧୭ ଆସନ !

 

 

Comments are closed.