ଅବକାରୀ ବିଭାଗର ଚଢାଉ; ମହୁଲି ମଦ ଜବତ

କେଶଦୁରାପାଳ :  ଅବକାରୀ ବିଭାଗର ଚଢାଉ କରି ୧୫ଲିଟର ମହୁଲି ମଦ ଜବତ କରିବା ସହ ୭୦୦ କେଜି ମହୁଲ ପୋଚନଷ୍ଟ କରାଯାଇଥିବା ଜଣାପଡ଼ିଛି।

ସୁଚନାରୁ ପ୍ରକାଶ, ଆନନ୍ଦପୁର ଥାନା ଅନ୍ତର୍ଗତ କାଠକଟାଗ୍ରାମରେ ଚୋରା ମହୁଲି ମଦ କାରବାର କରୁଥିବାବେଳେ ଖବର ପାଇ ଆନନ୍ଦପୁର ଅବକାରୀ ବିଭାଗ ପକ୍ଷରୁ ଉକ୍ତ ଗ୍ରାମରେ ଚଢାଉ ୧୫ଲିଟର ମହୁଲି ମଦ ଜବତ କରିବା ସହିତ ୭୦୦ କେଜି ମହୁଲ ପୋଚ ନଷ୍ଟ କରିଥିବା ଜଣାପଡିଛି। ଏହି ଚଢଉରେ ନରେନ୍ଦ୍ର କୁମାର ପ୍ରଧାନ, ସଂଜବ ସେଠୀ . ସଂଗ୍ରାମ କିଶୋର ସାମଲ, ନୀବେଦିତା ମାଝୀ ପ୍ରମୁଖ ସାମିଲ ଥିଲେ।

Comments are closed.