ହ୍ରଦରେ ହାତୀପଲ ; ବ୍ୟାପକ ଚିଙ୍ଗୁଡ଼ିଘେରି ନଷ୍ଟ

ବ୍ରହ୍ମପୁର : ବ୍ରହ୍ମପୁରର ଚିକିଟି ସୁନାପୁର ସୋରଳିତାମ୍ପ ହ୍ରଦରେ ହାତୀପଲ ଥିବା ନେଇ ମଙ୍ଗଳବାର ଖବର ମିଳିଛି। ହ୍ରଦ ଭିତରେ ପଶିଥିବାରୁ ବ୍ୟାପକ ଚିଙ୍ଗୁଡ଼ିଘେରି ନଷ୍ଟ ହେବା ସହ ମାଛଧରା ଡଙ୍ଗା ମଧ୍ୟ ଭାଙ୍ଗିଛନ୍ତି। ହାତୀପଲରେ ୧୬ଟି ହାତୀ ରହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କ ଉପରେ ନଜର ରଖିଛନ୍ତି ବୋଲି ସୂଚନା ମିଳିଛି।

Comments
Loading...