ହାତୀ ଆକ୍ରମଣରେ ମହିଳା ମୃତ ; ୨ ଗୁରୁତର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ଅନ୍ତର୍ଗତ ହାତୀ ଆକ୍ରମଣରେ ରାସଗୋବିନ୍ଦପୁର ରେଞ୍ଜ ତୁକପଳାସିଆ ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହାସହ ହାତୀ ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ମୃତାହତ ରାସଗୋବିନ୍ଦପୁର ରେଞ୍ଜ ତୁକପଳାସିଆ ଗାଁର ବୋଲି ଜଣାପଡିଛି। ଘଟଣା ନେଇ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Comments are closed.