ତିର୍ତ୍ତୋଲ ଉପନିର୍ବାଚନ; ୭ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୦୭୩୬ଖଣ୍ଡ ଭୋଟରେ ଆଗୁଆ

ତିର୍ତ୍ତୋଲ : ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ତିର୍ତ୍ତୋଲରେ ୭ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ୭ମ ରାଉଣ୍ଡ ପରେ ବିଜେଡି ୧୦୭୩୬ଖଣ୍ଡ ଭୋଟରେ ଆଗୁଆ ରହିଛି ।  ବିଜେଡି ୨୫୨୮୭, ବିଜେପି ୧୪୫୫୧, କଂଗ୍ରେସ ୩୯୯୯ ଖଣ୍ଡ ଭୋଟ ପାଇଛନ୍ତି ।

Comments are closed.