ବାଲେଶ୍ୱର ଉପନିର୍ବାଚନ; ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୧୫ଖଣ୍ଡ ଭୋଟରେ ଆଗୁଆ

ବାଲେଶ୍ୱର : ବାଲେଶ୍ୱର ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ ରହିଥିବା ଜଣାପଡିଛି। ବିଜେଡି ୬୧୫ଖଣ୍ଡ ଭୋଟରେ ଆଗୁଆ ରହିଛି।

Comments are closed.