ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ଅର୍ଥନୈତିକ ଅବରୋଧ

ଅନୁଗୋଳ: ତାଳଚେର ଥର୍ମାଲ ପ୍ଲାଣ୍ଟ (ଟିଟିପିଏସ) ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୪ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯାଇଛି ଏହି ପରିପ୍ରେକ୍ଷୀରେ ଏନଟିପିସି ଏମଜିଆର ଆମ୍ବପାଳ ଲେଭେଲ କ୍ରସିଂ ପାଖ ରେଲୱେ ଟ୍ରାକ୍‌ ଉପରେ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ ବସି ରହି ଏନଟିପିସି ଟ୍ରେନକୁ ବନ୍ଦ କରିବା ସହ ଏନଟିପିସି, ଜେଆଇଟିପିଏଲକୁ ପରିବହନ କରୁଥିବା ସମସ୍ତ  ଗାଡି ବନ୍ଦ କରିଥିଲେ l ସାଂସଦ ମହେଶ ସାହୁଙ୍କ ଆହ୍ୱାନ କ୍ରମେ ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହି ଅର୍ଥନୈତିକ ଅବରୋଧ କରାଯାଇଥିଲା ଚାଲିଥିଲା

Comments are closed.