ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଳୀ : ଉତ୍ତରାଖଣ୍ଡ ତେହେରୀରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ୧୮ ମିନିଟ୍ ରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରେକର୍ଡ କରାଯାଇଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡଛି। ଏଥିସହିତ ଭୂକମ୍ପର କେନ୍ଦ୍ରବିନ୍ଦୁ ଚିହ୍ନଟ ହୋଇପାରି ନାହିଁ।
Related Posts
An earthquake with a magnitude of 3.4 on the Richter Scale hit Tehri Garhwal, Uttarakhand today at 6:18 PM: National Center for Seismology (NCS) pic.twitter.com/eYJbkeY7Sz
— ANI (@ANI) August 25, 2020