ଲଦାଖରେ ଭୂକମ୍ପ ଝଟକା

ଲଦାଖ : ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଗୁରୁବାର ସକାଳ ୯ଟା ୨୨ ମିନିଟରେ ଲଦାଖରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୨ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।
Earthquake of magnitude 4.2 on the Richter scale occurred at 0922 hours in Ladakh: National Centre for Seismology (NCS)
— ANI (@ANI) October 8, 2020