ଝାଡଖଣ୍ଡରେ ଭୂକମ୍ପ ଝଟକା

ରାଞ୍ଚି : ଝାଡଖଣ୍ଡର ସାହିବଗଞ୍ଜ ଅଞ୍ଚଳରେ ଶୁକ୍ରବାର ଅପରାହ୍ନ ୧୨ଟା ୭ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୩ ରେକର୍ଡ କରାଯାଇଛି। ଏଥିରେ ଧନଜୀବନହାନୀର କୌଣସି ସୂଚନା ମିଳିପାରିନାହିଁ।

Comments are closed.