ଦୁଇଦିନିଆ ଇରାନ ଗସ୍ତରେ ଜୟଶଙ୍କର

ନୂଆଦିଲ୍ଲୀ : ବୈଦେଶିକମନ୍ତ୍ରୀ ଏସ୍‍.ଜୟଶଙ୍କର ରବିବାରଠାରୁ ଦୁଇଦିନିଆ ଇରାନ ଗସ୍ତରେ ଯାଉଛନ୍ତି। ସେଠାରେ ସେ ତାଙ୍କର ଇରାନ ପ୍ରତିପକ୍ଷଙ୍କ ସହିତ ୧୯ତମ ଯୁଗ୍ମ କମିଶନ ସମ୍ମିଳନୀରେ ମିଳିତ ଅଧ୍ୟକ୍ଷତା କରିବେ । ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ଇରାନ ରାଷ୍ଟ୍ରପତି ହସନ୍‍ ରୋହାନୀଙ୍କ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.