ନକଲି ପାଣି କଳକାରଖାନାରେ ଚଢ଼।ଉ

ବ୍ରହ୍ମପୁର: ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ସଦାନନ୍ଦ ବିହାର ଚତୃର୍ଥ ଗଳି ଠାରେ ଥିବା ଏକ ଘର ଭିତରେ ନକଲି ପାଣି କଳକାରଖାନା ଚାଲୁଥିବା ଖବର ପାଇ ପୁଲିସ ସେଠାରେ ଚଢ଼।ଉ କରିଛି । ସେଠାରୁ ବିପୁଳ ପରିମାଣର ପାଣି ପ୍ୟାକେଟ, ବୋତଲ, ପ୍ୟାକିଙ୍ଗ ମେସିନ ଜବତ ହୋଇଛି । କଳକାରଖାନା ଚଲାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଛି ।

Comments are closed.