ଦୁଇ ଦିନ ପୂର୍ବେ ନଦୀରେ ବୁଡି ନିଖୋଜ ଥିବା ନାବାଳିକାଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଦୁଇ ଦିନ ତଳେ ନଦୀରେ ବୁଡି ନିଖୋଜ ହୋଇଥିବା ନାବାଳିକାଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି। ସୂଚନାଯୋଗ୍ୟ, ଯାଜପୁର ଜିଲାରେ ଖରସ୍ରୋତା ନଦୀ ତନ୍ତିଘାଇ ଠାରେ ଗାଧୋଇବାକୁ ଯାଇ ସେଲଫି ନେବା ବେଳେ ଦୁଇ ଜଣ ନାବାଳିକା ବୁଡ଼ି ଯାଇଥିଲେ। ସେହି ଦିନ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ଆଜି ମିଳିଛି ।

Comments are closed.